in

121+ Odia Quotes | Love, life, Inspiration And More

Odia Love Quotes

Odia love quote image
ରାତିର ସ୍ୱପନେ ତୁମେ ଅଛ ପ୍ରିୟା ଆକାଶ ଜହ୍ନ ରେ ତୁମେ, ଫୁଲ ଫଗୁଣରେ ତମେ ଯେ ରହିଛ ଶ୍ରାବଣ ବର୍ଷା ରେ ତୁମେ|
Odia love quote image
ତୁମ ବିନା ଏ ଜୀବନ କିଛିବି ନୁହେଁ କାହିଁକିନା ମୋ ଜୀବନ ହିଁ ତୁମେ|
Odia love quote image
ପ୍ରଥମ ନୁହେଁ ତୁ ଶେଷ ପ୍ରେମ ମୋର ଶେଷ ଆଶା ଶେଷ ସପ୍ନ, ଶେଷ ମୋ ଭାବନା ଶେଷ ମୋ କଳ୍ପନା ତୋ ପାଖେ ଶେଷ ଜୀବନ
Odia love quote image
ଭଲ ସାଥିଟିଏ ମିଳି ଗଲେ ଲମ୍ବା ରାସ୍ତା ବି ଛୋଟ ହେଇଯାଏଁ, ଦୁଇ ଦିନର ଜୀବନ ବି ଶହ ଶହ ବର୍ଷ ଧରି ଆମର ରହି ଯାଏ |
Odia love quote image
ଭଲପାଇବାକୁ ଗହଣା ରୂପରେ ଉପହାର ଦେବୀ ତତେ, ତୋ ପାଦେ ପ୍ରିୟା ଅଜାଡି ଦେବୀ ସଂସାରର ସୁଖ ଯେତେ |

Written by pustanitish

Leave a Reply

Your email address will not be published. Required fields are marked *

GIPHY App Key not set. Please check settings

9xmovies | 9xmovies.in 2021 Free HD Bollywood Movies Download

15 Hilarious Alpha Male Sayings